୬୧୯ ଥାନାକୁ ‘ବ୍ରେଥ୍‌ ଆନାଲାଇଜର୍‌’ ଅନୁମତି

କଟକ: ମଦୁଆ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ନୂଆ ରଣନୀତି। ଏଣିକି କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ପୁଲିସ ବି ବ୍ରେଥ୍‌ ଆନାଲାଇଜର୍‌ ବା ମଦଧରା ମେସିନ୍‌ ଜରିଆରେ ମଦୁଆ ଚାଳକଙ୍କୁ ଧରିପାରିବେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଆଜି ରାଜ୍ୟର ସମସ୍ତ ୬୧୯ ଥାନାକୁ ଏହି ଅନୁମତି ମିଳିଛି। କଟକ କ୍ରାଇମବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ଆୟୋଜିତ ‘ବ୍ରେଥ୍‌ ଆନାଲାଇଜର୍‌’ ଶୀର୍ଷକ କର୍ମଶାଳାରେ ଜିଲ୍ଲାଓ୍ଵାରୀ ଯୋଗ ଦେଇଥିବା … Continue reading ୬୧୯ ଥାନାକୁ ‘ବ୍ରେଥ୍‌ ଆନାଲାଇଜର୍‌’ ଅନୁମତି